Tag 2022flood

2022 ମସିହାରେ ଭାରତୀୟଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ କିପରି ବାସ୍ତବ ରୂପ ନେଉଛି।

English Translated by: Sarita Samal 2022 ମସିହାରେ ସମଗ୍ର ଭାରତରେ ଗରମ ବଢ଼ିବା କାରଣରୁ ମୌସୁମି ଋତୁରେ ଅନିୟମିତ ବୃଷ୍ଟିପାତ ହେଉଛି। ଯେଉଁଥି ପାଇଁ ଜଳବାୟୁ ପରିବର୍ତ୍ତନକୁ ଅଧିକ ବାସ୍ତବ କରିବା ସହ ବର୍ତ୍ତମାନ  ଏହା ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଜଳବାୟୁ ପରିବର୍ତ୍ତନର ଅନିୟମିତତା ବୋଧ ହୁଏ ଦେଶର ଲୋକଙ୍କୁ ଅଧିକରୁ…